ଜଙ୍ଗଲରେ ବୃଦ୍ଧାଙ୍କୁ ଦଳି ମାରିଦେଲା ହାତୀ

କେନ୍ଦୁଝର ଜିଲ୍ଲା ବଡ଼ବିଲ ରେଞ୍ଜ ଗୁଆଲି ସେକ୍ସନ ଚୋରମାଲଦାରେ ଅଘଟଣ ଘଟିଛି।

ଗାଁ ଜଙ୍ଗଲକୁ ଯାଇଥିବା ବୃଦ୍ଧା ଜଣକ ହାତୀ ଆକ୍ରମଣର ଶିକାର ହୋଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes