ଜଙ୍ଗଲରେ ଛୁଆ ହାତୀର ମୃତଦେହ ଠାବ

ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ମୁଜାଗଡ଼ ଗମ୍ଭାରୀଗୋଚ୍ଛା ଗାଁ ନିକଟରୁ ମୃତଦେହ ଉଦ୍ଧାର ହୋଇଛି।

୨୨ ଟିକିଆ ହାତୀପଲ ସହ ଛୁଆ ହାତୀ ବୁଲୁଥିଲା। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes