ଜଙ୍ଗଲରୁ ହାତୀ କଙ୍କାଳ ମିଳିବା ଘଟଣାରେ ଆଉ ୨ ଜଣ ନିଲମ୍ବିତ

କଟକ ବଡମ୍ବା ଚନ୍ଦ୍ରଗିରି ଜଙ୍ଗଲରୁ ହାତୀ କଙ୍କାଳ ମିଳିବା ଘଟଣାରେ ଆଉ ୨ ଜଣଙ୍କୁ ନିଲମ୍ବିତ କରିଛି ବନ ବିଭାଗ।

ସମ୍ପୃକ୍ତି ସନ୍ଦେହରେ ଫରେଷ୍ଟର ମନୋଜ ଦାସ ଓ ଫରେଷ୍ଟଗାର୍ଡ ନରେନ୍ଦ୍ର ଦେହୁରୀ ନିଲମ୍ବିତ ହୋଇଛନ୍ତି। ଏହି ଘଟଣାରେ ପୂର୍ବରୁ ଫରେଷ୍ଟର ପ୍ରଦୀପ ପରିଡା ଓ ବିଟ ଗାର୍ଡ ତନ୍ମୟ ବେହେରା ନିଲମ୍ବିତ ହୋଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version