ଜଗମୋହନ ଓ ନାଟ ମଣ୍ଡପ ମରାମତି ଶେଷ ହୋଇଛି କହିଲା ଏଏସ୍ଆଇ

ଏ ନେଇ ହାଇକୋର୍ଟଙ୍କୁ ଅବଗତ କଲା ଏଏସ୍ଆଇ। ରତ୍ନଭଣ୍ଡାର ପ୍ରସଙ୍ଗରେ ସତ୍ୟପାଠ ଦେଇଛୁ କହିଲା ଶ୍ରୀମନ୍ଦିର ପ୍ରଶାସନ।

ଆବେଦନକାରୀଙ୍କୁ ଏ ସମ୍ପର୍କିତ କପି ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତି ଜବାବ ପାଇଁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ଅଗଷ୍ଟ ୧ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes