ଜଗନ୍ନାଥ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ନିକଟସ୍ଥ ଜଗନ୍ନାଥ ବିହାର ସ୍ଥିତ ଜଗନ୍ନାଥ ମନ୍ଦିରରେ ସ୍ନାନ ମଣ୍ଡପ ଠାରେ ଆଜି ବହୁ ଆଡ଼ମ୍ବରରେ ଠାକୁରଙ୍କୁ ସୁଗନ୍ଧ ଦ୍ରବ୍ୟ ମିଶ୍ରିତରେ ୧୦୮ କଳସରେ ସ୍ନାନ କରାଯାଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes