ମହାନଦୀରେ ବନ୍ୟା ଆସୁଥିବାରୁ ଜଗତସିଂହପୁର ଓ ପୁରୀ ଜିଲ୍ଲାକୁ ବେଶୀ ବିପଦ ଦେଖାଦେଇଛି l କେନ୍ଦ୍ରାପଡ଼ା ଜିଲ୍ଲାର 30/40% ଅଞ୍ଚଳ ପ୍ରଭାବିତ ହେବ l
କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି, ବାଙ୍କୀ, ଆଠଗଡ଼, ସୋନପୁରର ବୀରମିତ୍ରପୁର, ନୟାଗଡ଼ ଜିଲ୍ଲାର କଣ୍ଟିଲୋ, ଭାପୁର ଏବଂ ବୌଦ୍ଧ ଜିଲ୍ଲାର ହରଭଙ୍ଗା ଅଞ୍ଚଳକୁ ବିପଦ ଦେଖାଦେଇଛି l