ଛାତ୍ର ଛାତ୍ରୀଙ୍କ ପାଠପଢା ଅନୁଧ୍ୟାନ କଲେ ଅଧିକାରୀ

ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାର ଉଲୁଣ୍ଡା ବ୍ଲକ ଧର୍ମଶାଳା ଗ୍ରାମ ରେ କିଛି ଛାତ୍ରଛାତ୍ରୀଙ୍କ ଘରକୁ ଯାଇ ଖରା ଛୁଟି ରେ ସେମାନେ କେମିତି ପଢୁଛନ୍ତି ତଦାରଖ କରିଛନ୍ତି |

ସୁବର୍ଣ୍ଣପୁର ଜିଲ୍ଲା ରେ ଚାଲିଥିବା help desk number କୁ ଫୋନ କରି ନିଜର ସନ୍ଦେହ ଦୂର କରିବା ପାଇଁ ଉତ୍ସାହିତ କରିଛନ୍ତି |
Help Desk number-1800 3456 348

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes