ଛାତ୍ର କଂଗ୍ରେସ ସଭାପତି ପଦରୁ ଉଦିତ୍ ପ୍ରଧାନ ନିଲମ୍ବିତ

ଦୁଷ୍କର୍ମ ଅଭିଯୋଗ ଆସିବା ପରେ ଉଦିତ୍ ପ୍ରଧାନଙ୍କୁ ନିଲମ୍ବିତ କଲେ NSUI ସଭାପତି। ଘଟଣାର ଅନୁଧ୍ୟାନ ପାଇଁ ସସ୍ମିତା ବେହେରାଙ୍କ ନେତୃତ୍ବରେ ପ୍ରଦେଶ କଂଗ୍ରେସ ପକ୍ଷରୁ ୬ ଜଣିଆ କମିଟି ଗଠନ କରାଯାଇଛି। ଅନୁଧ୍ୟାନ କରି OPCCକୁ ରିପୋର୍ଟ ଦେବ କମିଟି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes