ଦୁଷ୍କର୍ମ ଅଭିଯୋଗରେ ଉଦିତ ପ୍ରଧାନଙ୍କୁ ଗିରଫ କଲା ମଞ୍ଚେଶ୍ବର ଥାନା ପୁଲିସ। ଉଦିତଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ କରିଛନ୍ତି ଜଣେ ଯୁବତୀ।
ଗତ ୧୮ ମାର୍ଚ୍ଚରେ ଥଣ୍ଡା ପାନୀୟରେ ନିଶା ଦେଇ ଉଦିତ୍ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
Credible Local News of Odisha