ଛାତ୍ରୀ ମୃତ୍ୟୁ: ପ୍ରଧାନଶିକ୍ଷକ ନିଲମ୍ବିତ

ଝାଡ଼ାବାନ୍ତିରେ ଅସୁସ୍ଥ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ପ୍ରଧାନଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ରାସଗୋବିନ୍ଦପୁର ବ୍ଲକ୍‌ କକାବନ୍ଧ ଆଶ୍ରମ ସ୍କୁଲ୍‌ର ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କଲେ ଅତିରିକ୍ତ ଜିଲ୍ଲାପାଳ।

ମୃତ ଛାତ୍ରୀଙ୍କ ପରିବାରକୁ ୩ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି ଜିଲ୍ଲାପାଳ। ୨ ଦିନ ତଳେ ହଷ୍ଟେଲରେ ପଖାଳ ଭାତ ଖାଇ ଛାତ୍ରୀ ଅସୁସ୍ଥ ହୋଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes