ବାର୍ ଭିତରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ପୋଷ୍ଟମର୍ଟମ ରିପୋର୍ଟରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
ନିଶାସକ୍ତ ନା ବିଷକ୍ରିୟା ଜାଣିବାକୁ ଫୋରେନସିକ ଲ୍ୟାବ୍ ଗଲା ଭିସେରା।ଅନ୍ୟପଟେ ପୁରୁଷ ବନ୍ଧୁଙ୍କୁ ଡାକି ପଚରାଉଚରା କରୁଛି ପୁଲିସ।
Credible Local News of Odisha