ଛାତ୍ରୀ ଆତ୍ମହତ୍ୟା ଘଟଣାରେ ଛାତ୍ର କଂଗ୍ରେସ କର୍ମୀଙ୍କ ବିଧାନସଭା ଘେରାଉ

ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାର ତଦନ୍ତରେ ସରକାରଙ୍କ ବିଫଳତାକୁ ଦର୍ଶାଇ ଆଜି ଅପରାହ୍ନରେ ଛାତ୍ର କଂଗ୍ରେସ କର୍ମୀ ମାନେ ବିଧାନସଭାରେ ଧସେଇ ପଶିବାକୁ ଉଦ୍ୟମ କରିଥିବା ବେଳେ ପୁଲିସ ସେମାନଙ୍କୁ ଉଠାଇ ନେଇ ଅଟକ ରଖିଛି l

Leave a Comment

This site uses Akismet to reduce spam. Learn how your comment data is processed.

Niladri Bije