ଭଦ୍ରକ ଜିଲ୍ଲା ଧାମନଗର ନାବାଳିକା ଛାତ୍ରୀ ଅପହରଣ ଘଟଣାରେ ଏଏସଆଇ ନେପାଳ ଶାହାଙ୍କୁ ନିଲମ୍ବନ କଲେ ଏସ୍ପି।
ଜୁନ ୧୭ରେ ୨ ସାଙ୍ଗଙ୍କ ସହ ଅପହରଣ କରିଥିଲେ ତାଳପଦା ଗାଁର ଯୁବକ। ସୋମବାର କେନ୍ଦୁଝର ଜିଲ୍ଲାରୁ ନାବାଳିକା ଛାତ୍ରୀକୁ ଉଦ୍ଧାର କରାଯାଇଥିଲା।
Credible Local News of Odisha