ଅଭିଯୁକ୍ତ ଶିକ୍ଷକ ସମୀର ନାୟକଙ୍କୁ ନିଲମ୍ବନ କଲା ଜିଲ୍ଲା ଶିକ୍ଷା ବିଭାଗ।ଗତକାଲି ଗିରଫ ହୋଇ ଜେଲ ଯାଇଥିଲେ ଅଭିଯୁକ୍ତ ଶିକ୍ଷକ। ଏ ନେଇ ବାଲିକୁଦା ଥାନାର ଏକ ସରକାରୀ ହାଇସ୍କୁଲର ଜଣେ ଛାତ୍ରୀ ଅଭିଯୋଗ କରିଥିଲେ।
Credible Local News of Odisha