ଛାତ୍ରଛାତ୍ରୀଙ୍କ ଲାପଟପ କିଣା ସହାୟତା ଅବଧି ବୃଦ୍ଧି

“ବିଜୁ ଯୁବ ସଶକ୍ତିକରଣ ଯୋଜନା – ୨୦୨୧” ଅଧୀନରେ ଲାପଟପ କିଣିବା ନିମନ୍ତେ ଆର୍ଥିକ ସହାୟତା ପାଇବା ପାଇଁ ଆବେଦନର ଅବଧିକୁ ୧୫.୦୭.୨୦୨୨ ତାରିଖକୁ ବୃଦ୍ଧି କରାଯାଇଅଛି l

ଏପର୍ଯ୍ୟନ୍ତ ଆବେଦନ କରି ପାରିନଥିବା ଯୋଗ୍ୟ ଛାତ୍ରଛାତ୍ରୀମାନେ ଏହି ସମୟ ମଧ୍ୟରେ ଆବେଦନ କରିବାକୁ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଟ୍ଵିଟ କରି ଅନୁରୋଧ କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version