ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗ୍ରୁ ବନ୍ଧୁକ ମିଳିବା ଘଟଣାରେ ସଂପୃକ୍ତ ଛାତ୍ରଙ୍କୁ ଟିସି ଦେବାକୁ ଅଭିଭାବକ ଦାବି କରିଛନ୍ତି। ଖନ୍ତପଡ଼ା ଶ୍ରୀଜଙ୍ଗ ଦାସମହାପାତ୍ର ବାଞ୍ଛାନିଧି ସ୍କୁଲ୍ରେ ତାଲା ପକାଇ ଧାରଣା ଦେଇଛନ୍ତି ଅଭିଭାବକ।
ପୂର୍ବରୁ ସଂପୃକ୍ତ ଛାତ୍ର ଆଉ ଜଣେ ଛାତ୍ରଙ୍କୁ ବ୍ଲେଡ୍ରେ ଆକ୍ରମଣ କରିଥିଲେ।ଜଣେ ଛାତ୍ରୀଙ୍କୁ ମଧ୍ୟ ଖଣ୍ଡା ଦେଖାଇ ଭୟଭୀତ କରିଥିବା ଅଭିଯୋଗ ହୋଇଛି।