ଛାତରୁ ପଡ଼ି ଛାତ୍ର ମୃତ୍ୟୁ ଘଟଣାରେ ସାଇଣ୍ଟିଫିକ୍ ଟିମ୍‌ର ତଦନ୍ତ

ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହଷ୍ଟେଲ ଛାତରୁ ପଡ଼ି ଛାତ୍ର ମୃତ୍ୟୁ ଘଟଣାରେ ଆଜି ସାଇଣ୍ଟିଫିକ୍ ଟିମ୍‌ ହଷ୍ଟେଲର ୩୧୨ ନଂ ରୁମ୍‌ରେ ପହଞ୍ଚି ଖୋଳତାଡ଼ କରୁଛି।

ହଷ୍ଟେଲ ରୁମ୍‌ରୁ ମୃତ ଛାତ୍ରର ଡାଏରୀ, ଲାପଟପ, ବଂଶୀ ଜବତ କରିଛି ଟିମ୍।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes