ଛତ୍ରଦଣ୍ଡି ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଜବତ

ବଲାଙ୍ଗୀର ଜିଲ୍ଲା ତୁରେଇକେଲା ଥାନା ଅନ୍ତର୍ଗତ ଛତ୍ରଦଣ୍ଡି ଜଙ୍ଗଲରେ ମାଓବାଦୀଙ୍କ ସହ ଯବାନଙ୍କ ଗୁଳି ବିନିମୟ ପରେ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଛନ୍ତି l
ମାଓ କ୍ୟାମ୍ପରୁ ଯବାନ ମାନେ ଅନେକ ମାଓ ସାମଗ୍ରୀ ଜବତ କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes