ଚୋରା ବାଲି ହାଇୱା ଜବତ, ଦୁଇ ଅଟକ

ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ ୧୪୯ ଜାତୀୟ ରାଜପଥ କାଉଁସରପାଲି ଛକ ନିକଟରେ ଆଜି ପାଲଲହଡ଼ା ତହସିଲଦାର ଚୋରା ବାଲି ଚାଲାଣ ହେଉଥିବା ଦୁଇଟି ହାଇୱା ଗାଡି ଜବତ କରି ଦୁଇ ଚାଳକକୁ ଅଟକ ରଖି ତଦନ୍ତ‌ କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version