‌ଚୋରା କୋଇଲା ବୋଝେଇ ଟ୍ରକ ଜବତ; ଡ୍ରାଇଭର ଫେରାର

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କଇଁଛପଦା ଗ୍ରାମ ନିକଟରେ ଆଜି ପୁଲିସ ଏକ ଚୋରା କୋଇଲା ବୋଝେଇ ଟ୍ରକ ଜବତ୍ କରିଛି।

ହେଲେ ଡ୍ରାଇଭର ଟ୍ରକ୍ ଛାଡି ଫେରାର ହୋଇଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes