ଚୁଡା, ମୁଢି ଜିଏସଟି ପ୍ରତିବାଦରେ ବିଧାନସଭାରେ ହଟଗୋଳ

ଚୁଡା ଓ ମୁଢି ଉପରେ ଜିଏସଟି ଲାଗୁ ହେବା ପ୍ରତିବାଦରେ ଆଜି ବିଧାନସଭାରେ ବିରୋଧୀ ଦଳ ସଦସ୍ୟ ମାନେ ପ୍ରବଳ ହଟଗୋଳ କରିବାରୁ ବାଚସ୍ପତି ଗୃହକୁ ଅପରାହ୍ନ 4 ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version