ଚିହ୍ନଟ ହେବ ଜଗନ୍ନାଥ ଜମି

ରାଜ୍ୟ ଭିତରେ ଓ ବାହାରେ ଥିବା ଜଗନ୍ନାଥ ଜମିକୁ ଅଧୀନକୁ ନେବେ ସରକାର। ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ନିଷ୍ପତ୍ତି ହୋଇଛି।

ପାଖାପାଖି ୩୬ ହଜାର ଏକର ଜମିରୁ ୨୫ ରୁ ୨୬% ଜମି ଦଖଲରେ ରହିଛି, ଲମ୍ବା ସମୟ ଧରି ରହୁଥିବା ଲୋକଙ୍କୁ ଜମି ସେଟଲମେଣ୍ଟରେ ଦିଆଯିବ। ଏହା ଜରିଆରେ ମହାପ୍ରଭୁଙ୍କ ପାଇଁ ବଡ଼ କର୍ପସ ଫଣ୍ଡ ଗଠନ ହୋଇପାରିବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes