ଚିଲିକା ବ୍ଲକ ଅଧ୍ୟକ୍ଷାଙ୍କ ସ୍ବାମୀ କିଶୋର ବେହେରା ଗିରଫ

ବିଡିଓଙ୍କ ଦସ୍ତଖତ ଜାଲ୍ କରି ୧୫ ଲକ୍ଷ ଟଙ୍କା ଉଠାଇବା ଘଟଣାରେ ଚିଲିକା ବ୍ଲକ ଅଧ୍ୟକ୍ଷାଙ୍କ ସ୍ବାମୀ କିଶୋର ବେହେରାଙ୍କୁ ଗିରଫ କରିଛି ପୁଲିସ।

ଠିକା କାମ ପାଇଁ ସିକ୍ୟୁରିଟି ବାବଦ ଅର୍ଥକୁ ବ୍ୟାଙ୍କରୁ ଉଠାଇ ନେଇଥିଲେ।ଜାଲ ଦସ୍ତଖରେ ଟଙ୍କା ଉଠାଣ ପରେ ବିଡିଓ ଥାନାରେ ଏତଲା କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Leave a Comment Cancel reply

This site uses Akismet to reduce spam. Learn how your comment data is processed.

Exit mobile version