ଚିଲିକା ଡ଼ଙ୍ଗାବୁଡିର ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ଆଜି ସନ୍ଧ୍ୟାରେ ଚିଲିକାରେ ହୋଇଥିବା ଡ଼ଙ୍ଗା ବୁଡି ଘଟଣାର ତଦନ୍ତ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ଚିଲିକା ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l

କାଳିଜାଇରୁ 11 ଜଣ ଏକ ଡଙ୍ଗାରେ ଫେରୁଥିବା ବେଳେ କାଳବୈଶାଖୀରେ ଫସି ଡ଼ଙ୍ଗାଟି ବୁଡ଼ିଯାଇଥିଲା l 10 ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ନିଖୋଜ ଥିବା ଜଣଙ୍କୁ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଖୋଜିବାକୁ ଉଦ୍ୟମ କରୁଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes