ଚିତ୍ରଆଙ୍କି ଭିନ୍ନଢଙ୍ଗରେ ରାଇମୋହନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଚିତ୍ରଶିଳ୍ପୀ

ଚିତ୍ରଆଙ୍କି ଦିବଙ୍ଗତ ଚଳଚିତ୍ର ତଥା ଜଣାଶୁଣା ଯାତ୍ରା ଅଭିନେତା ରାଇମୋହନ ପରିଡାଙ୍କୁ ଶନିବାର ଶ୍ରଦ୍ଧାଞ୍ଜଳି ଜଣାଇଲେ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବାଉଁଶୁଳି ଗ୍ରାମର ଯୁବ ଚିତ୍ରଶିଳ୍ପୀ ଲକ୍ଷ୍ମୀନାରାୟଣ ମହାରଣା ।

ରଙ୍ଗତୁଳୀରେ କାନ ଭାସ ଉପରେ ରାଇମୋହନଙ୍କ ଅବିକଳ ଚେହେରାକୁ ଆଙ୍କି ଭିନ୍ନ ଢଙ୍ଗ ରେ ସେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏଥି ସହ ସେ ରାଇମୋହନଙ୍କ ପରିବାରକୁ ମଧ୍ୟ ସେ ସମବେଦନା ଜ୍ଞାପନ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes