ଚିଟଫଣ୍ଡ ମୁଲତବୀ ପ୍ରସ୍ତାବକୁ ବାଚସ୍ପତିଙ୍କ ଅଗ୍ରାହ୍ୟ, ଗୃହରେ ହଟଗୋଳ

ଚିଟଫଣ୍ଡ ଦୁର୍ନୀତି ବାବଦରେ ଆସିଥିବା ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଆଜି ଅଗ୍ରାହ୍ୟ କରିବା ପରେ ଗୃହରେ ବିଜେପି ସଦସ୍ୟ ମାନେ ପ୍ରବଳ ହଟଗୋଳ କରିଛନ୍ତି l
ବାଚସ୍ପତି ଡ଼ାକିଥିବା ସର୍ବଦଳୀୟ ବୈଠକ ମଧ୍ୟ ବିଫଳ ହୋଇଛି l ବାଧ୍ୟହୋଇ ଗୃହକୁ ଅପରାହ୍ନ 4 ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes