ଚିଟଫଣ୍ଡ ମାମଲାରୁ ବାଦ୍ ଦେବାକୁ ଅଶୋକଙ୍କ ଅପିଲ୍ ଖାରଜ

ଚିଟଫଣ୍ଡ ମାମଲାରୁ ବାଦ୍ ଦେବାକୁ ପୂର୍ବତନ ଏଜି ଅଶୋକ ମହାନ୍ତି କରିଥିବା ଆବେଦନକୁ ଖାରଜ କରିବା ସହ ମାମଲାର ନିୟମିତ ଶୁଣାଣି କରିବାକୁ ସିବିଆଇ କୋର୍ଟକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ଅଶୋକଙ୍କୁ ଗିରଫ କରିଥିଲା ସିବିଆଇ। ଏହା ପରେ ସେ ଜାମିନରେ ମୁକୁଳିଥିଲେ। ପରେ ମାମଲାରୁ ଛାଡ଼ ପାଇବା ଲାଗି ସିବିଆଇ କୋର୍ଟରେ ଅପିଲ କରିଥିଲେ । ଅପିଲକୁ ସିବିଆଇ କୋର୍ଟ ଖାରଜ କଲା ପରେ ହାଇକୋର୍ଟ ଯାଇଥିଲେ ଅଶୋକ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes