ଚିଟଫଣ୍ଡ ଠକେଇ ମାମଲାରେ ୪ ଜଣଙ୍କୁ ଦଣ୍ଡାଦେଶ

ଶସ୍ତ୍ର ଏଣ୍ଟରପ୍ରାଇଜେସ୍‌ରେ ଏମ୍‌ଡି ଭି.ସମ୍ପତ ଓ ନିର୍ଦ୍ଦେଶକ ମଲ୍ଲିକାର୍ଜୁନ ରାଜୁଙ୍କୁ ୭ ବର୍ଷ ଲେଖାଏଁ ଜେଲ୍ ଦଣ୍ଡ ସହ ଉଭୟଙ୍କୁ ୪ ଲକ୍ଷ ୨୧ ହଜାର ଲେଖାଏଁ ଜରିମାନା କରିଛନ୍ତି ବାଲେଶ୍ୱର ଓପିଆଇଡି କୋର୍ଟ।

ଆଉ ୨ ଜଣ ସଦାଶିବ ନାୟକ ଓ ତପନ ବାରିକଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ସହ ୬୦ ହଜାର ଲେଖାଏଁ ଜରିମାନା ମଧ୍ୟ ଶୁଣାଇଛନ୍ତି କୋର୍ଟ।
୨୦୧୦ରେ ବାରିପଦାରୁ ପ୍ରାୟ ୫ କୋଟି ଆଦାୟ କରିଥିଲା କଂପାନୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes