ଚିକିତ୍ସା ବିଭାଗର ସଚେତନତା ଅଭିଯାନ କାର୍ଯ୍ଯକ୍ରମ ଅନୁଷ୍ଠିତ

ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅଧୀନସ୍ଥ ଚାଉଲସୁଖା ଗ୍ରାମରେ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ଆଜି ଏକ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଥିଲା।

ଏଥିରେ ଚାଷୀ ଓ ବିଭାଗୀୟ ଅଧିକାରୀମାନେ ମିଳିତ ଭାବେ ବିଭିନ୍ନ ଆଲୋଚନା କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes