ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗରେ ଧାରଣା

ଭୁବନେଶ୍ୱର ଗଙ୍ଗନଗର ସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସା ଅବହେଳାରୁ ମୃତ୍ୟୁହୋଇଥିବା ପରିବାର ପକ୍ଷରୁ ଅଭିଯୋଗ କରି ମେଡିକାଲ୍ ଗେଟ୍‌ରେ ତାଲା ପକାଇ ପରିବାର ଲୋକେ ଧାରଣା ଦେଇଛନ୍ତି l

ଯୁବକଙ୍କ ଆପେଣ୍ଡିକ୍ସ ଅପରେସନ୍ ପରେ ମୃତ୍ୟୁ ହୋଇଥିଲା l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version