ଟୋକନ୍ ଦିଆଯାଇଥିବା ଚାଷୀଙ୍କଠାରୁ ଧାନ କିଣାଗଲା ନାହିଁ, ଚାଷୀ ସମସ୍ୟାର ସମାଧାନ ନକରି ମୃତ୍ୟୁ ପରେ ତଦନ୍ତ କାହିଁକି, ରାଜନଗର ଚାଷୀ ମୃତ୍ୟୁର ତଦନ୍ତ ରିପୋର୍ଟ ଚାହିଁଲେ ପ୍ରମିଳା ମଲ୍ଲିକ।
ସମାନ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ। ବିଧାନସଭା ଅଧିବେଶନ ଶେଷ ପୂର୍ବରୁ ବିବୃତ୍ତି ରଖିବାକୁ ମନ୍ତ୍ରୀଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି।