ମିଲର୍ସଙ୍କ ଷ୍ଟୋରେଜ୍ କ୍ଷମତା ଅନୁଯାୟୀ ଧାନ ରହିଯାଇଛି, ଯେତେ ଯେତେ ଖାଲି ହେଉଛି, ସେତିକି ସେତିକି ଧାନ ଉଠୁଛି। ସମସ୍ତଙ୍କ ଧାନ ଉଠିବ କହିଲେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ।
ଧାନ ବିକ୍ରି ଅବଧି ସରିଲେ ବି ତାକୁ ବୃଦ୍ଧି କରାଯିବ। ଏବର୍ଷ ପ୍ରବଳ ଧାନ ହୋଇଛି, ପ୍ରତି ପଞ୍ଚାୟତରେ ଷ୍ଟୋର୍ ହେବ। ବିଧାନସଭାରେ ବିରୋଧୀ ପ୍ରସଙ୍ଗ କଲେ, ଉତ୍ତର ରେଡି ହୋଇଅଛି କହିଛନ୍ତି ମନ୍ତ୍ରୀ।