ଚାଷୀଙ୍କ ରାସ୍ତା ଅବରୋଧ

ପ୍ରଧାନମନ୍ତ୍ରୀ ଫସଲ ବୀମା, ଏଚଡିଏଫସି ଏଗ୍ରୋ କଂପାନୀ ଆକଳନ ଅନୁସାରେ ବୀମା ଟଙ୍କା ପ୍ରଦାନରେ ଅହେତୁକ ବିଳମ୍ବ କରିବା ଓ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଏଥିପ୍ରତି ଧ୍ୟାନ ଦେଉନଥିବା ପ୍ରତିବାଦରେ ଆଜି ସକାଳ ୮ଟାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବରଗଡ ଜିଲ୍ଲା ସୋହେଲା ମୁଖ୍ୟ ଛକ ଠାରେ ଚାଷୀ ରାସ୍ତା ଅବରୋଧ କରିଛନ୍ତି।

ଫଳରେ ଜାତୀୟ ରାଜପଥର ଉଭୟ କଡ଼ରେ ଶତାଧିକ ଯାନବାହନ ଅଟକି ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version