ରାଷ୍ଟ୍ରୀୟ କିଷାନ ମଜଦୂର ସଂଘ ବଲାଙ୍ଗୀର ତରଫରୁ ଆଜି ଏକ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଚାଷୀମାନଙ୍କ ଶସ୍ଯ ବୀମା କ୍ଷତିପୂରଣ ଜୁନ ୩୦ ମଧ୍ୟରେ ପ୍ରଦାନ ନକଲେ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି କହିଛନ୍ତି ରାଷ୍ଟ୍ରୀୟ କିଷାନ ମଜଦୂର ମହାସଂଘ ରାଜ୍ୟ ସଭାପତି।

Credible Local News of Odisha