ଚାଷୀଙ୍କ ଖାତାକୁ ଗଲା ସିଏମ୍‌ କିଷାନ ୩ୟ କିସ୍ତି ଟଙ୍କା

ଡିବିଟି ଜରିଆରେ ୧୦୪୧ କୋଟି ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

୫୧ ଲକ୍ଷ ୫୪ ହଜାର ୧୧୫ ଚାଷୀଙ୍କ ଖାତାକୁ ଟଙ୍କା ଗଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes