ମୋଟ ୪୧ ଲକ୍ଷ ୬୮ ହଜାର ଚାଷୀଙ୍କୁ ସହାୟତା ରାଶି ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୋଟ ୮୩୮ କୋଟି ୪୮ ଲକ୍ଷ ଟଙ୍କା ବଣ୍ଟନ କରାଗଲା। ଠିକ୍ ସମୟରେ ସହାୟତା ଯୋଗାଇବାକୁ ସରକାର ସଂକଳ୍ପବଦ୍ଧ, କୃଷି ଓ କୃଷକରେ ଉନ୍ନତିରେ ରାଜ୍ୟର ଉନ୍ନତି ହେବ କହିଛନ୍ତି ମୋହନ।
Credible Local News of Odisha