ଚାଷୀଙ୍କୁ ଇ-କେୱାଇସି କରିବା ପାଇଁ ସଚେତନ

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ବ୍ଲକ କୃଷି ବିଭାଗ ତରଫରୁ ଆଜି ପିଏମ କିଷାନରେ ଇ- କେ ୱାଇସି ବିଷୟରେ କୃଷକଙ୍କ ସଚେତନ କରିବା ପାଇଁ ଏକ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯାଉଛି ।

ଚଳିତ ମାସ ୩୧ ଶେଷ ତାରିଖ ଥିବା ବେଳେ ନିକଟସ୍ଥ ସିଏସି ସେଣ୍ଟରରେ ବାୟୋମେଟ୍ରିକ ଟିପ ଚିହ୍ନ ଦେଇ ଇ-କେ ୱାଇସି କରେଇ ନେବା ପାଇଁ ଚାଷୀକୁ କୁହାଯାଇଛି । ଆଜି ବଡ଼ସିଙ୍ଗାରିଆ ପଞ୍ଚାୟତ ପହଞ୍ଚି ଥିବା ବେଳେ ବ୍ଲକ ଥିବା ଆଉ ୧୧ଟି ପଞ୍ଚାୟତ ବୁଲିବ ପ୍ରଚାର କରିବ ବୋଲି ବିଭାଗ ତରଫରୁ କୁହାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version