ଚାଲିଛି ତିନିରଥର ମରାମତି କାର୍ଯ୍ୟ

ରଥ ନିର୍ମାଣ ବୈଷୟିକ କମିଟି ତତ୍ତ୍ୱାବଧାନରେ ବିଶ୍ୱକର୍ମା କମାର ସେବକ ଦ୍ୱାରା ଚାଲିଛି ରଥ ଚକ ମରାମତି କାମ।

ସୂଚନାଯୋଗ୍ୟ, ପୂର୍ତ୍ତ ବିଭାଗର ଯାଞ୍ଚ ସମୟରେ ତାଳଧ୍ଵଜ ରଥର ପଡିନାହାକା ଚକ ଓ ଦର୍ପଦଳନ ରଥର ବଡ ଉଛୁଳା ଚକରେ ଫାଟ ଥିବା ଜଣାପଡିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version