ଚାରି ସ୍ତରୀୟ ସୁରକ୍ଷା ବଳୟରେ ରହିବ କଳିଙ୍ଗ ଷ୍ଟାଡିୟମ

FIFA ଫୁଟବଲ୍ ବିଶ୍ବକପ ପାଇଁ କଳିଙ୍ଗ ଷ୍ଟାଡିୟମ ଚାରି ସ୍ତରୀୟ ସୁରକ୍ଷା ବଳୟରେ ରହିବ।

ଏ ନେଇ କଳିଙ୍ଗ ଷ୍ଟାଡିୟମର ସମୀକ୍ଷା କରିଛନ୍ତି ପୁଲିସ କମିଶନର ଓ ଡିସିପି। ଷ୍ଟାଡିୟମ ସୁରକ୍ଷା ପାଇଁ ୬ ଅତିରିକ୍ତ ଡିସିପି, ୧୪ ଏସିପି, ୩୦ ଇନିସପେକ୍ଟର ରହିବେ ଓ ୧୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes