ଚାରା ରୋପଣରେ ସାମିଲ ହେଲେ ଛାତ୍ର ଓ ଶିକ୍ଷକ

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବକ୍ସି ବାରିଗାଁସ୍ଥିତ ଉଷାଚାଙ୍ଗୁଡି ଶିବ ମନ୍ଦିର ହୁଡ଼ିରେ ତିନି ଶହ ବିଭିନ୍ନ କିସମର ଚାରା ଓ ମଞ୍ଜି ଗୋଲି ରୋପଣ କରାଯାଇଛି।

ଏଥିରେ ବକ୍ସି ବାରିଗାଁ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଛାତ୍ର ତଥା ଶିକ୍ଷକ/ଶିକ୍ଷୟତ୍ରୀ ସାମିଲ ହୋଇଥିଲେ। ବୃକ୍ଷ ମଣିଷ ରମେଶ ଚନ୍ଦ୍ର ମିଶ୍ରଙ୍କ ନେତୃତ୍ବରେ ପ୍ରଧାନ ଶିକ୍ଷକ ତିର୍ଥାନନ୍ଦ ସେଠୀଙ୍କ ଉଦ୍ୟାମରେ ଖୋଲା ପାହାଡରେ ଚାରା ରୋପଣ କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes