ଚାକିରି ନାଁରେ ଠକେଇ: ୩ ଗିରଫ

ଅନ୍ତଃ ରାଜ୍ୟ ଚାକିରି ନାଁରେ ଠକେଇ ରାକେଟର ୩ ଜଣଙ୍କୁ ଭୁବନେଶ୍ୱରରୁ ଗିରଫ କଲା କ୍ରାଇମବ୍ରାଞ୍ଚ ଇଡବ୍ଲୁ।

ହାଇଦ୍ରାବାଦର ୨ ଜଣ ଓ ବାଲେଶ୍ୱରର ଜଣେ ଗିରଫ ହୋଇଛନ୍ତି। ଲ୍ୟାପଟପ୍‌, ୮ ମୋବାଇଲ, ୧୨ ଏଟିଏମ୍‌ ସହ ୧ ଲକ୍ଷ ଟଙ୍କା ଜବତ ହୋଇଛି। ଦିଲ୍ଲୀ, ମୁମ୍ବାଇ ଓ ହାଇଦ୍ରାବାଦରୁ ରାକେଟ ଅପରେଟିଂ ହେଉଥିଲା। ଓଡ଼ିଶା ସମେତ ୬ଟି ରାଜ୍ୟରେ ଚାଲିଥିଲା ଠକେଇ ରାକେଟ୍‌।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes