ଚାକିରି ଦେବା ନାଁରେ ଦେଢ଼ କୋଟି ଠକେଇ, ୩ ଗିରଫ

ଭୁବନେଶ୍ୱରରୁ ୩ ଜଣଙ୍କୁ ଗିରଫ କରିଛି ସାଇବର ଥାନା ପୁଲିସ।

ଗିରଫଙ୍କ ମଧ୍ୟରେ ଜଣେ ଓଡ଼ିଶା ଓ ୨ ଜଣ ଦିଲ୍ଲୀର ଥିବା ସୂଚନା ମିଳିଛି।୧୫ ଶହ ଟଙ୍କାରେ ଆକାଉଣ୍ଟ ହାୟର୍ କରି ଠକେଇ କରୁଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes