ଚାକିରି ଦେବା ନାଁରେ ଠକେଇ; ବନ୍ଧାହେଲା ମହିଳା ସ୍ଵେଚ୍ଛାସେବୀ

ମହିଳା ସ୍ଵେଚ୍ଛାସେବୀ ପରିଚୟ ଦେଉଥିବା ସୁରେଶ୍ଵରୀ ଜେନାଙ୍କୁ କେନ୍ଦୁଝରରୁ ଗିରଫ କଲା ଖଣ୍ଡଗିରି ଥାନା ପୋଲିସର ଏକ ଟିମ୍।

ଗିରଫ ଭୟରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ସୁରେଶ୍ଵରୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes