ଚାଇଲଡ଼ ଲାଇନ ତରଫରୁ ସଚେତନତା

ସୁବର୍ଣ୍ଣପୁର ଜିଲ୍ଲା ଚାଇଲଡ଼ ଲାଇନ ତରଫରୁ ଆଜି ସଦର ପଟାଭାଡି ଠାର ଶିଶୁ ମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଶିଶୁ ମାନଙ୍କ ଅସୁବିଧା ସମୟରେ 1098 ର କିପରି ବ୍ୟବହାର କରାଯାଏ ତାହାକୁ ଉପସ୍ଥାପନ କରାଯିବା ସହ ବାଲ୍ୟବିବାହ ନିରାକରଣ ବିଷୟରେ ଆଲୋଚନା କରାଯାଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes