ଚାଇଲଡ଼ ଲାଇନ ତରଫରୁ ସଚେତନତା

ସୁବର୍ଣ୍ଣପୁର ଚାଇଲ୍ଡ ଲାଇନ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲା
ତରଭା ବ୍ଲକ ଚାରଭଟା ରାଜିବଗାନ୍ଧୀ ସେବା କେନ୍ଦ୍ର ଠାରେ ନିର୍ବାଚିତ ଜନ ପ୍ରତିନିଧି ମାନଙ୍କୁ ନେଇ ଶିଶୁ ଅଧିକାର, ଶିଶୁ ସୁରକ୍ଷା ତାଳିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି l

ଚାଇଲ୍ଡ ଲାଇନ ସଦସ୍ୟ ସୁଦାମ ଗାଇଗରିଆ,ପ୍ରମଦ ମଲ୍ଲିକ,ତୃପ୍ତିମୟୀ ପଧାନ ଓ ଆଶିଷ କୁମାର ନାଏକ ଚାଇଲ୍ଡ ଲାଇନ 1098 ଓ ଶିଶୁ ଅଧିକାର ,ବାଲ୍ୟବିବାହ ନିରାକରଣ,ଶିଶୁ ଶ୍ରମିକ,ଭିକାରୀ ଶିଶୁ ଉପରେ ବିସ୍ତୃତ ଭାବେ ଉପସ୍ଥିତ ଥିବା ଶିଶୁ ମାନଙ୍କୁ ବୁଝାଇଥିଲେ ଓ ରୋଜି ସା,ଆନନ୍ଦିନୀ ଷାନ୍ଢ, ଆଶିରବାଦ ଉପରେ ଆଲୋଚନା କରିଥିବାବେଲେ ଉଧ୍ବବ ବାଘ,ପ୍ରଭ

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes