ଚାଇନା ଗୁଡ଼ି ସୂତା ଲାଗି ୨ ବାଇକ ଆରୋହୀ ଆହତ

ବାଇକରେ ଆସୁଥିବା ବେଳେ ବାଲିକୁଦା ଛକ ନିକଟରେ ସୂତା ଜଣେ ଯୁବକଙ୍କ ବେକରେ ଲାଗିଲା ଓ ଅନ୍ୟ ଜଣଙ୍କ ପାପୁଲିରେ ଲାଗିଛି।

୨ ଯୁବକ ନିଆଳି ଅଞ୍ଚଳର। ବାଇକ ଯୋଗେ କଟକ ଆସୁଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes