ଚଳିତ ମାସରେ ଖାଉଟିଙ୍କୁ ଗହମ ମିଳିବ କହିଛନ୍ତି ଯୋଗାଣ ମନ୍ତ୍ରୀ। ଯେତିକି ଗହମ ଆସିଥିଲା ଖାଉଟିଙ୍କୁ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।ପରବର୍ତ୍ତୀ ଅବସ୍ଥାରେ ପୁଣି କେନ୍ଦ୍ରରୁ ଗହମ ଆସିଲେ ଦିଆଯିବ ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ।
Credible Local News of Odisha