ଏ ନେଇ ସୂଚନା ଦେଲେ ପିସିସି ସଭାପତି ଭକ୍ତଚରଣ ଦାସ। ବିଜେଡି ଆଣିଲେ ଭଲ, ନଚେତ କଂଗ୍ରେସ ଅନାସ୍ଥା ଆଣିବ, ବିଜେଡି ନ ଆଣିଲେ ଡ୍ରାମା କରୁଛି ବୋଲି ଭାବିବା। ଏନେଇ ଦଳୀୟ ବିଧାୟକଙ୍କୁ ହୁଇପ କରାଯିବ କହିଛନ୍ତି ଭକ୍ତ।
Credible Local News of Odisha