କୋଭିଡ୍ ପାଇଁ ୨ ବର୍ଷ ବନ୍ଦ ଥିବା କଟକ ବାଲିଯାତ୍ରା ଏଥର ହେବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ।
କରୋନା ସ୍ଥିତିରେ ସୁଧାର ଆସିଥିବାରୁ ବାଲିଯାତ୍ରା କରାଯିବାକୁ ଯୋଜନା କରାଯାଉଥିବା ସେ ସୂଚନା ଦେଇଛନ୍ତି।
Credible Local News of Odisha