ଚଳିତ ବର୍ଷ ଭକ୍ତଙ୍କ ସମାଗମ ମଧ୍ୟରେ ହେବ ରଥଯାତ୍ରା : ଆଇନମନ୍ତ୍ରୀ

ଗତ ୨ବର୍ଷ ହେବ ବଡ଼ଦାଣ୍ଡକୁ ଭକ୍ତ ଆସିନଥିବାରୁ ଚଳିତ ବର୍ଷ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ଶୃଙ୍ଖଳିତ ରଥଯାତ୍ରା ପରିଚାଳନା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ଆଇନମନ୍ତ୍ରୀ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version